Type at least 2 characters to search
No results found for ""
Courses
Lessons
↑ ↓ navigate ↵ open
See all results →
ବ୍ୟବହାରିକ ଖ୍ରୀଷ୍ଟିଆନ ଜୀବନଯାପନ

ବ୍ୟବହାରିକ ଖ୍ରୀଷ୍ଟିଆନ ଜୀବନଯାପନ

Search Course

Type at least 3 characters to search

Search through all lessons and sections in this course

Loading course text…
Course search is unavailable right now.

Searching...

No results found

No matches for ""

Try different keywords or check your spelling

results found

Lesson 2: ଈଶ୍ୱରଙ୍କ ପ୍ରତି ଆଜ୍ଞାପାଳନର ଅଭ୍ୟାସ

1 min read

by Stephen Gibson


ପାଠର ଉଦ୍ଦେଶ୍ୟ

ଏହି ପାଠର ଶେଷ ସୁଦ୍ଧା ଛାତ୍ର ଛାତ୍ରୀମାନେ ଯେପରି :

(୧) ଖ୍ରୀଷ୍ଟିୟାନ ପ୍ରେମ ଏବଂ ବିଶ୍ୱାସୀମାନଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟରେ ବ୍ୟବହାରିକ ସମ୍ପର୍କ ଅନୁସନ୍ଧାନ କରିବେ ।

(୨) ବିଶ୍ୱାସୀମାନେ ଶାସ୍ତ୍ରୀୟ ନୀତିଗୁଡ଼ିକ ସହିତ ସେମାନଙ୍କର ଜୀବନକୁ ଅଧିକରୁ ଅଧିକ ସଜାଡ଼ିବା ଉଚିତ ବୋଲି ଦଶଟି କ୍ଷେତ୍ର ଉପରେ ଚିନ୍ତନ କରିବେ ।

(୩) ଜୀବନଶୈଳୀ ସମସ୍ୟା ସହିତ ଜଡ଼ିତ ଶାସ୍ତ୍ରୀୟ ନୀତିଗୁଡ଼ିକର ବ୍ୟକ୍ତିଗତ ପ୍ରୟୋଗରେ ବିଶ୍ୱାସୀମାନେ କାହିଁକି ଭିନ୍ନ, ଅତି କମ୍‌ରେ ଦୁଇଟି କାରଣ ବ୍ୟାଖ୍ୟା କର ।

(୪) ଜୀବନଶୈଳୀ ନିଷ୍ପତ୍ତି ନେବା ପାଇଁ ନଅଟି ନୀତି (ପାଠ୍ୟରେ ଦିଆଯାଇଥିବା) ସଂକ୍ଷେପ କରନ୍ତୁ ।